ଯାଜପୁରରେ ଡାଇରିଆ ସ୍ଥିତି ଅଣାୟତ୍ତ ଥିବାରୁ ୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି । ଡାଇରିଆ ସ୍ଥିତି ଅଣାୟତ୍ତ ଥିବାରୁ ସ୍କୁଲ୍‌ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡି ।…

Read More

ଯାଜପୁର ଜିଲ୍ଲାରେ ପୁଣି ଦୁଇ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ !

ସପ୍ତାହେ ପରେ ହେଲେ ବି ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଡାଇରିଆ । ଜିଲ୍ଲାରେ ପୁଣି ଦୁଇ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଏହା…

Read More

ରାଜ୍ୟରେ ଡାଇରିଆ ଭୟ; ଯାଜପୁର ପରେ ଏବେ ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ଆକ୍ରାନ୍ତ।

ରାଜ୍ୟରେ ଡରାଇଲାଣି ଡ଼ାଇରିଆ, ହସ୍ପିଟାଲରେ ଝାଡାବାନ୍ତି ରୋଗୀ ହାଉଯାଉ । କିଏ ଛଟପଟ ହେଉଛି ତ, ଆଉ କିଏ ବାନ୍ତି କରି ହାଲିଆ ହେଲାଣି । ଯାଜପୁର…

Read More

ଯାଜପୁରରେ କମୁନି ଝାଡ଼ାବାନ୍ତି, ବେଡ୍ ସଂଖ୍ୟା ୨୦୦କୁ ବୃଦ୍ଧି ।

ଯାଜପୁରରେ ଝାଡ଼ାବାନ୍ତି ଅଣାୟତ ହୋଇଥିବା ବେଳେ ଦୁଇଟି ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୦୦ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଧର୍ମଶାଳା, ଯାଜପୁର ହସ୍ପିଟାଲରେ ୧୦୦ ଲେଖାଏଁ ସିଟ୍…

Read More

ଗୋ ମାଂସ ନେଇ ଯାଉଥିବା ବେଳେ, ଦୁଇ ଯୁବକଙ୍କୁ କାବୁ କଲା ବଜରଙ୍ଗ ଦଳ

ଯାଜପୁର ରୋଡ଼ ବ୍ୟାସନଗରରେ ଚୋରା ଗୋ ମାଂସ ନେଇ ଯାଉଥିବା ବେଳେ ଦୁଇ ଯୁବକଙ୍କୁ କାବୁ କଲା ବଜରଙ୍ଗ ଦଳ। ଗୋ ମାଂସ ନେଇ ଯାଉଥିବା ବାଟରେ…

Read More

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଲ ପାସ ପାଇଁ ମାଗୁଛନ୍ତି ମୋଟା ଅଙ୍କର ଅର୍ଥ

ଅକ୍ଷର ବ୍ୟୁରୋ : ଦୁର୍ନୀତିରେ ଉବୁଟୁବୁ ହେଉଛି ଯାଜପୁର ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସା କେନ୍ଦ୍ର, ଯାଜପୁର ଜ଼ିଲ୍ଲାପାଳ ଅଫିସ ଠାରୁ କିଛି ବାଟରେ ଏହି ଅଫିସ…

Read More

ସରକାରଙ୍କ ଅବହେଳା ଯୋଗୁ ରାଜରାସ୍ତାରେ ଚାଷୀ , ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ |

ଅକ୍ଷର ବ୍ୟୁରୋ : ସରକାରଙ୍କ ଅବହେଳା ଯୋଗୁ ରାଜରାସ୍ତାରେ ଚାଷୀ | ମଣ୍ଡିରୁ ଧାନ ନଉଠିବାରୁ ଯାଜପୁର ସିଂହପୁର ମୁଖ୍ୟ ରାସ୍ତା ଉପରେ ଧାନ ରଖି ଧାରଣାରେ…

Read More

ଯାଜପୁର ଜିଲ୍ଲା ମହୋତ୍ସବ ‘ ଯଯାତୀ ୨୦୨୫ ‘ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅକ୍ଷର ବ୍ୟୁରୋ : ଯାଜପୁର ଜିଲା ମହୋତ୍ସବ ‘ ଯଯାତୀ ୨୦୨୫ ‘ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଯାଜପୁର ଦିନିକିଆ ଗସ୍ତରେ…

Read More

ମା ବୁଢ଼ୀ ଜାଗୁଳାଇ ମନ୍ଦିରରୁ ଚୋରି,ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ କଲେ ଗ୍ରାମବାସୀ

ଅକ୍ଷର ବ୍ୟୁରୋ: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ସ୍ଥିତ ଗୁଡ଼ିଆ ସାହି ମା ବୁଡ଼ି ଜାଗୁଳାଇ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଥାନାରେ…

Read More
Social media & sharing icons powered by UltimatelySocial