ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ନରସିଂହଗଡ଼ ରେଳ ଷ୍ଟେସନ୍ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ସେଠାରେ ଜଣେ ମହିଳା ରେଳ ଧାରଣା ପାର ହୋଇ ନିଜ ବିଲକୁ ଯାଉଥିବା ବେଳେ ଏକ ଟ୍ରେନ୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୄତୁ ହୋଇଥିଲା । ମୃତା ନିକଟସ୍ଥ ଖମ୍ବେଶ୍ବରୀପାଲିର ବୋଲି ସୂଚନା ମିଳିଛି ।
ରେଲ ଲାଇନ୍ ପାର୍ କରୁଥିଲେ ମହିଳା : ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

Leave a Reply