ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲା କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦରମା ବନ୍ଦ । ଲଗାଣ ବର୍ଷାକୁ ଲକ୍ଷ୍ୟ କରି ସମସ୍ତଙ୍କ ଛୁଟି ବାତିଲ ଥିଲା । ଚତୁର୍ଥ ଶନିବାର ଦର୍ଶାଇ କର୍ମଚାରୀ ଅଫିସ ଆସିନଥିଲେ । ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ତେବେ କଲେକ୍ଟରଙ୍କ ନିର୍ଦ୍ଦେଶରେ ଦରମା ବନ୍ଦ କଲେ ଜିଲ୍ଲା ଉନ୍ନୟନ ଅଧିକାରୀ । ଏମରଜେନ୍ସିରେ ଅଫିସ ନ ଆସିବା ଏବଂ ବାୟୋମେଟ୍ରିକ ନ ଲଗାଇବାରୁ ଦରମା ବନ୍ଦ ।
ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ ।

Leave a Reply