ଆଜିଠାରୁ ଆରମ୍ଭ ହେଲା ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା କାମ ଆରମ୍ଭ । ପ୍ରଥମେ ଦେବଦଳନ ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯିବ । କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ ।
ଆଜିଠାରୁ ଆରମ୍ଭ ହେଲା ରଥଭଙ୍ଗା କାମ, ନିଲାମ ହେବ ରଥର କିଛି ଅଙ୍ଗ।

Leave a Reply