ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ । ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ । ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ରବି ନାଏକ । ୨୦୩୬ ସୁଦ୍ଧା ୩୦ରୁ ୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି । ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି ।
ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ

Leave a Reply