ଲଗାଣ ବର୍ଷାରେ ଭୁଶୁଠିଲା ମାଲକାନଗିରି ବିମାନ ବନ୍ଦର ପାଚେରୀ ।

ଲଗାଣ ବର୍ଷାରେ ଭୁଶୁଠିଲା ବିମାନ ବନ୍ଦର ପାଚେରୀ । ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପୁଣି ବର୍ଷାରେ ମାଲକାନଗିରି ବିମାନ ବନ୍ଦର ପାଚେରୀ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ପାଚେରୀ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନେକ ଥର ଏହାକୁ ମରାମତି କରାଯାଇଛି । କିନ୍ତୁ ପୁର୍ନବାର ସମାନ ସ୍ଥିତି ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial