ରାଜ୍ୟରେ ଆଜିଠୁ ବଢିବ ବର୍ଷା , ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କଲା ପାଣିପାଗ ବିଭାଗ

ଅକ୍ଷର ବ୍ୟୁରୋ : ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି | କଟକ ,ଭୁବନେଶ୍ୱର ସମେତ ଢେଙ୍କାନାଳ ,ଖୋର୍ଦ୍ଧା ,କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି | ଏବଂ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ରାଜଧାନୀରେ ସକାଳ ୬ଟାରୁ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ଲାଗି ରହିଛି | ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ଏପରି ବର୍ଷା ହେଉଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial