ରାଜଧାନୀରେ ବଡ଼ ଦୁର୍ଘଟଣା : ବାଇକକୁ ପିଟିଲା କାର ,୩ ବାଇକ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା |ଟଙ୍କପାଣି ରୋଡ଼ ସାଇ ମନ୍ଦିର ନିକଟ ରାସ୍ତା ଉପରେ ବାଇକକୁ ପିଟିଲା କାର |ଘଟଣାସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି | କାର ମାଲିକକୁ ଅଟକ ରଖି ବରଗଡ଼ ପୋଲିସ ପଚରାଉଚରା କରୁଛି | ଅଟକ କାର ମାଲିକ ଜଣଙ୍କ ହେଉଛନ୍ତି ଜଗତସିଂହପୁରର ସତ୍ୟ ପ୍ରକାଶ କର | ମୃତ ବାଇକ ଆରୋହୀଙ୍କର କୌଣସି ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial