ଅନାସ୍ଥା ପ୍ରସ୍ତାବକୁ ନେଇ ଜୋର ଧରୁଛି ରାଜନୀତି; କଣ ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେଇଯିବେ ଶଙ୍ଖ ଆଉ ହାତ ?

ରାଜ୍ୟରେ ବିଜେପିର ବର୍ଷକର ମୋହନ ସରକାରକୁ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସ ଏଥିପାଇଁ ନବୀନଙ୍କ ବିଜେଡି ସହ ହାତ ମିଶାଇବାକୁ…

Read More
Social media & sharing icons powered by UltimatelySocial