ବନ୍ୟା ସ୍ଥିତି ପରିଦର୍ଶନ କଲେ ଉନ୍ନୟନ କମିଶନର ଅନୁ ଗର୍ଗ ।

ବନ୍ୟା ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର । ବାଲେଶ୍ୱର ଓ ମୟୂରଭଞ୍ଜରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି…

Read More

ବର୍ତ୍ତମାନ ବିପଦ ସଙ୍କେତରେ ସୁବର୍ଣ୍ଣରେଖାର ଜଳସ୍ତର; ବନ୍ୟାପାଣି ପଶି ଧନ ଜୀବନ କ୍ଷୟକ୍ଷତି ।

ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ । ହଠାତ୍ ଏତେ ମାତ୍ରାରେ ପାଣି ମାଡିବାରୁ ଗାଁ ଲୋକେ ବର୍ଷିଛନ୍ତି…

Read More

ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵରଙ୍କ ଚଡକ ମେଳା

ଜଳେଶ୍ୱରରେ ଜମୁଛି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵରଙ୍କ ଚଡକ ମେଳା। ସପ୍ତମ ଅର୍ଘ୍ୟରେ ଉପବାସଧାରୀ ଭକ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଟପିଲାଣି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ…

Read More

ରାମ ନବମୀ ପାଇଁ ପ୍ରସ୍ତୁତ ବାଲେଶ୍ୱର; ୧୭ପ୍ଲାଟୁନ ଫୋର୍ସ ମୁତୟନ

ଆଜିଠାରୁ ଦୁଇ ଦିନ ଧରି ହାଇ ଆଲର୍ଟରେ ବାଲେଶ୍ୱର। ରାମ ନବମୀ ପାଇଁ ବାଲେଶ୍ୱରରେ ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି କରାଯାଇଛି। ବାଲେଶ୍ୱରରେ ୧୭ ପ୍ଲାଟୁନ ଫୋର୍ସ…

Read More

ପୁଣି ମାତିଲେ ଦୁର୍ବୃତ୍ତ, ବନ୍ଧୁକ ଦେଖାଇ ଲୁଟିନେଲେ ୫୦ଲକ୍ଷ ଟଙ୍କାର ସୁନାଗହଣା।

ପୁଣି ମାତିଲେ ଦୁର୍ବୃତ୍ତ। ଗତ ବିଳମ୍ବିତ ରାତିରେ ବାଲେଶ୍ୱରର ସୋର ଖଇରା ଥାନା ପ୍ରହରାଜପୁର ଗାଁର ଗହଣା ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରେ ବଡ଼ ଧରଣର ଚୋରି…

Read More
Social media & sharing icons powered by UltimatelySocial