ପିପିଲିରେ ୭ବର୍ଷୀୟ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ !

ପିପିଲିରେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ପିପିଲି ଅଞ୍ଚଳରେ ଜଣେ ୭ ବର୍ଷୀୟ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା’। ଅଭିଯୋଗ ଆଧାରରେ ପିପିଲି ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଅଭିଯୁକ୍ତଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏପଟେ ଅଭିଯୁକ୍ତ ବିରୋଧରେ ପୂର୍ବରୁ ଏଭଳି ଅଭିଯୋଗ ଆସିଥିବା ନେଇ କୁହାଯାଉଛି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial