ମହାନଦୀ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ, ଜଣେ ଉଦ୍ଧାର !

ମହାନଦୀର ଯୋବ୍ରା ବ୍ୟାରେଜରେ ଅଘଟଣ । ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ, ଜଣେ ଉଦ୍ଧାର । ୩ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ୨୨ ବର୍ଷୀୟ ପିଙ୍କୁନ ଜେନା ଓ ୧୪ ବର୍ଷୀୟ ସାଇ ବେହେରା । 

୧୩ ବିଶ୍ୱଜିତ ଦାସଙ୍କୁ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଏ ସମସ୍ତେ ହେଉଛନ୍ତି ଯୋବ୍ରା ନଦୀକୂଳ ସାହିର। ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial