ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ।

ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ନବୀନ ବାବୁଙ୍କ ସ୍ୱସ୍ଥ୍ୟାବସ୍ଥା ବୁଝିଛନ୍ତି ରାଜ୍ୟପାଳ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କ ସ୍ୱସ୍ଥ୍ୟାବସ୍ଥା ବୁଝିଥିଲେ । ନିକଟରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଫେରିଥିଲେ ନବୀନ । ତାଙ୍କୁ ଭେଟିବା ପାଇଁ ବହୁ ନେତା ମନ୍ତ୍ରୀ ନବୀନ ନିବାସ ଯାଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial