ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା CBI । ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ CBI । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା CBI । ଖଣି ମାମଲା ରଫାଦଫା କରିବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ।
ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ କରିବା ଭୟ ଦେଖାଇ ଏକ କୋଟି ଟଙ୍କା ମାଗିଥିଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ନେବା ବେଳେ ସହିଦନଗର ଅଞ୍ଚଳରେ ମାଡ଼ିବସିଥିଲା ସିବିଆଇ ଟିମ୍ । ତାଙ୍କର ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ ନେଉଥିଲେ ଚିନ୍ତନ ରଘୁବଂଶୀ ।
Leave a Reply