ଅକ୍ଷର ବ୍ୟୁରୋ: ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ BMC । ରାଜଧାନୀର ୨୦ଟି ବଡ଼ ହାଟରେ ଲାଗୁହେବ ଏସ୍ଓପି । ଏନେଇ ସୂଚନା ଦେଲେ ବିଏମ୍ସି ମେୟର ସୁଲୋଚନା ଦାସ । BMC ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନ୍ଫୋର୍ସମେଣ୍ଟ କଡାକଡ଼ି ହେବ । ଜରିପାଲ ଟାଣି ପାରିବେନି ଦୋକାନୀ’। ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ ବୋଲି କହିଲା BMC ।
ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ: BMC












Leave a Reply