ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ପାରିତ ହୋଇଛି । ଏହାସହ ସଂସଦୀୟ ବ୍ୟାପାର ଓ ଏଇ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ପାରିତ ହୋଇଛି । ତେବେ ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ ନେଇ ପ୍ରସ୍ତାବ ପାରିତ । ଏବଂ ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ମିଳିଛି ଅନୁମୋଦନ ।
ରାଜ୍ୟ କ୍ୟାବିନେଟ୍ ବୈଠକରେ ପାରିତ ହୋଇଛି ୪ଟି ପ୍ରସ୍ତାବ:

Leave a Reply