ଦେଶରେ ଆତଙ୍କ ବଢାଉଛି କରୋନାର ନୂଆ ଭାରିଏଣ୍ଟ । ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମଣ ମାମଲା । ଗତ ସପ୍ତାହେ ହେବ ଦେଶରେ ୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି । ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ । ଜଣେ ୬୦ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିଲ୍ଲୀ-ନୋଏଡ଼ା ଓ ଗାଜିଆବାଦରେ ବି କରୋନା ଦ୍ରୁତ ଗତିରେ ମାଡୁଛି । ଦିଲ୍ଲୀରେ ଗୋଟିଏ ଦିନରେ ୫୬ ନୂଆ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ୨୦୦ ରହିଛି । ଦେଶରେ କରୋନାଜନିତ ମୃତ୍ୟୁ ୧୫ ରେ ପହଞ୍ଚିଛି ।
ଦିଲ୍ଲୀରେ ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ ।

Leave a Reply