ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା ଘଟାଇଲା ମୋ ବସ | ରାଜମହଲ ରୁ ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ଘଟିଛି ସିରିଜ୍ ଦୁର୍ଘଟଣା | ମୋ ବସ ଧକ୍କାରେ ୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି |
ରାଜଧାନୀରେ ମୋ ବସ ଦୁର୍ଘଟଣା, ୪ ଆହତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା ଘଟାଇଲା ମୋ ବସ | ରାଜମହଲ ରୁ ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ଘଟିଛି ସିରିଜ୍ ଦୁର୍ଘଟଣା | ମୋ ବସ ଧକ୍କାରେ ୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି |
Website: http://akhyara.live
Leave a Reply