ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ତସିଲ ଅନ୍ତର୍ଗତ ତେହେରହି ସର୍ଗିଗଡ଼ ଗ୍ରାମର ପଟା ଜାଗାରେ ଦୀର୍ଘ ୪ବର୍ଷରୁ ନୀଳାଞ୍ଚଳ ଖଣି ଓ ପ୍ରକାଶ ଖଣି ମାଲ ପରିବହନ କରି ଆସୁଛନ୍ତି, ଗ୍ରାମର ଲକେ ଖଣି କତୃପକ୍ଷ କହିଲା ବେଳେ ଖଣି କତୃପକ୍ଷ ଲକଙ୍କୁ ଡିମାର୍ଗେସନ ମାଗିଥିଲେ ଗ୍ରାମର ଲକେ କୋଇଡ଼ା ତସିଲ ଡିମାର୍ଗେସନ ଦେବା ପରେ, କୋଇଡ଼ା ତସିଲ, କୋଇଡ଼ା ପୋଲିସ, ନୀଳାଞ୍ଚଳ ଖଣି କତୃପକ୍ଷ, ପ୍ରକାଶ ଖଣି କତୃପକ୍ଷ, ଏବଂ ଗ୍ରାମବାସୀ ଙ୍କ ମଧ୍ୟ୍ୟରେ ଏକ ବୈଠକ ହୋଇଥିଲା ସେଠାରେ ଖଣି କତୃପକ୍ଷ ୧୫ଦିନ ସମୟ ମାଗିଥିଲେ, କିନ୍ତୁ ଖଣି କତୃପକ୍ଷ ଭୁଲିଗଲେ,ଆଜି ଉକ୍ତ୍ୱେତ ହୋଇ ଗ୍ରାମବାସୀ ରାସ୍ତା ଉପରେ ଅନିଦ୍ଧିଷ୍ଟ ପାଇଁ ଧାରଣାରେ ବସିଲେ, କ୍ଷେତିଗସ୍ତ ଜୋମି ମାଲିକଙ୍କୁ କ୍ଷେତି ପୁରଣ, ଗ୍ରାମର ଲୋକଙ୍କୁ ନିଯୁକ୍ତି, ସ୍ଥାନୀୟ ଗାଡ଼ି ଗୁଡିକୁ ସ୍ଥାନୀୟ ଭଡା, ଦେଲେଯାଇ ଧାରଣାରୁ ଉଠିବୁ ନ ହେଲେ ରାସ୍ତାଟି ସମ୍ପୂର୍ଣ ଭାବରେ ଖଡ଼ିଦେବୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି|
ମାନିଲେନି ଖଣି କତ୍ତୃପକ୍ଷ ଛାଡିଲେନି ଗ୍ରାମବାସୀ ମାଲ ପରିବହନ ହେଲା ଠପ୍

Leave a Reply