ଅକ୍ଷର ବ୍ୟୁରୋ : ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ମହାମହିମ | ପ୍ରଥମ ମହିଳା ରାଷ୍ଟପତି ଭାବେ ବୁଡ଼ ପକାଇବାରେ ସେ ଏହି ସୌଭାଗ୍ୟ ଲାଭ କରିଛନ୍ତି | ମହାକୁମ୍ଭ ମେଳାରେ ପୂଜା କରିବା ସହ ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ଼ ପକାଇଛନ୍ତି ମହାମହିମ | ରାଷ୍ଟ୍ରପତି ମହାକୁମ୍ଭରେ ୮ ଘଣ୍ଟା ବିତାଇବେ | ରାଷ୍ଟପତିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି |
ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ କଲେ ପବିତ୍ର ସ୍ନାନ

Leave a Reply