ବିଦ୍ୟୁତସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀ ମୃତ

ଆଠଗଡ଼ : ପୁଣି ଏକ ହାତୀର ମୃତ୍ୟୁ | କଟକ ଆଠଗଡ଼ ବନଖଣ୍ଡରେ ହାତୀର ମୃତ୍ୟୁ ହୋଇଛି | ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର ପଡିଆରେ ଏକ ଦାନ୍ତ ହାତୀର ମୃତଦେହ ମିଳିଛି | ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି | ଆଠଗଡ଼ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial