ବଲାଙ୍ଗିର ଜିଲ୍ଲାର ବ୍ଳକ ସ୍ତରୀୟ ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଳକରେ ବ୍ଳକ ସ୍ତରୀୟ ଲୋକ ଉତ୍ସବ ଉଦଘାଟିତ ହୋଇଯାଇଛି। ପାଟଣାଗଡ଼ ବ୍ଳକରେ ବିଡିଓ ସୁମନ୍ତ ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଲୋକ ମହୋତ୍ସବ ରେ ବ୍ଳକ ଅଧ୍ୟକ୍ଷ ନୀଳ କାନ୍ତ ବାଗ ମୂଖ୍ୟ ଅତିଥି,ଆଲୋକ ଦାସ ମୂଖ୍ୟ ବକ୍ତା,ଏବିଡିଓ ମେନକା ମେହେର, କମଳାକାନ୍ତ ବାରିକ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଳକ ଲୋକ କଲା ସଂସ୍କୃତି ଉପସଭାପତି ମନୋଜ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଆନୁଷଙ୍ଗିକ ଭାବରେ ଉଦଘାଟନ କରିଥିଲେ। ପରେ ଲୋକକଲା,ସଂଗିତ,ନାଟ୍ୟକାର, ନାଟ୍ୟଗୁରୁ ଆକାଶବାଣୀ କଳାକାର ଜଜ୍ ଭାବେ ଦିପ୍ତି ପ୍ରକାଶ ଦାସ, ଭରତ ବାଗ,ଜନସନ ନାଗ ,ନିଲମଣି ପୁଟେଲ,ନବଦୀପ ବେହେରା,ରାଘବ ବର୍ଗତ୍ତି, ବିନୋଦ ଦାସ ,କ୍ଷିରୋଦ୍ର କୁମାର ସାହୁ ପ୍ରମୁଖ ରହିଥିବା ବେଳେ ସେମାନେଙ୍କୁ ଫୁଲଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial