ଅକ୍ଷର ବ୍ୟୁରୋ:ପୁଣି ଚର୍ଚ୍ଚାହେଲେ ଭି.କେ ପାଣ୍ଡିଆନ। ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ନିଜ ସୋସିଆଲ ମିଡ଼ିଆ ଇନ୍ସଟାଗ୍ରାମ ମାଧ୍ୟମରେ ଏକ ବଡ ଖବର ଦେଇଛନ୍ତି। ସେ କହିଛନ୍ତି ତାଙ୍କର କୌଣସି ଟ୍ୱିଟ ବା ଏକ୍ସ ଆକାଉଣ୍ଟ ନାହିଁ ।ଏବଂ ପାଣ୍ଡିଆନ ସୋସିଆଲ ମିଡ଼ିଆ ମାଧ୍ୟମରେ ଲେଖିଛନ୍ତି ଯେ ,ମୋର କୌଣସି ଏକ୍ସ ଆକାଉଣ୍ଟ ନାହିଁ। ମୋ ନାମ ଏବଂ ଫଟୋ ବ୍ୟବହାର କରି ଫେକ ଆକାଉଣ୍ଟ ବ୍ୟବହାର କରାଯାଉଛି | ଏବଂ ଏହା ରାଜନୈତିକ ଉଦେଶ୍ୟରେ କରାଯାଉଥିବା ଭି.କେ ପାଣ୍ଡିଆନ ଖୋଦ ସୂଚନା ଦେଇଛନ୍ତି ।
ପାଣ୍ଡିଆନ:ମୋର ଏକ୍ସ ଆକାଉଣ୍ଟ ନାହିଁ

Leave a Reply