ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଲୁଟ ,ଠାକୁରଙ୍କ ସମସ୍ତ ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ନୟାଗଡ଼ : ନୟାଗଡ଼ ସହରରେ ଥିବା ଜଗନ୍ନାଥଙ୍କ ମନ୍ଦିରରୁ ଚୋରି | ଠାକୁରଙ୍କ ମଥାମଣି ,କିରଟି ସହ ଦାନହୁଣ୍ଡି ନେଇଗଲେ ଚୋର | ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା | ନାଇଟ ୱାଚାର ଠାରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ସାଢେ ୨ଟା ବେଳେ ଘଟଣାଟି ଘଟିଥିବା ଅନୁମାନ କରାଯାଉଛି | ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି | ଘଟଣାରେ ୨ ରୁ ୩ ଜଣ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial