ଅକ୍ଷର ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଡେଙ୍ଗୁଳା ସେକ୍ସନ ଅଧିନସ୍ତ ବନ୍ଦଲ ଗ୍ରାମରେ ଦୁଇ ଦିନ ହେବ ବଗିଚାରେ ପନିପରିବା ଖାଇବା ସହ ସବୁ କିଛି ନଷ୍ଟ କରି ଦେଇଥିଲା ଦନ୍ତା କିନ୍ତୁ କାଲି ସନ୍ଧ୍ୟାରେ ବିଠୋଲ ନାଏକ ଓ ଦୁର୍ଯ୍ୟୋଧନ ନାଏକ, ରେଙ୍ଗମା ଜିଲୁସାହି ରୁ ୬ଟା ସମୟରେ କୌଣସି କାମ ସାରି ଘରକୁ ଫେରୁଥିବା ବେଳେ, ଦନ୍ତା ହାତୀ ଦୁଇ ଜଣକୁ ଘଡେଇ ଥିଲା, ଦୁର୍ଯ୍ୟୋଧନ ସେଠାରୁ ଦୌଡ଼ି ପଳାଇଲା ବିଠୋଲା ଦୌଡ଼ି ନ ପାରିବାରୁ ଦନ୍ତା ହାତୀ ବିଠୋଲା କୁ ଶୁଣ୍ଡରେ ଟାଣି କଚାଡି ଦେଇ ମାଣ୍ଡି ଦେବା ଫଳରେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା, ଘଟଣା ସ୍ଥଳରେ ରେଞ୍ଜୋର ଫରେଷ୍ଟ ଗାଡ଼ ଓ କର୍ମ ଚାରି ମାନେ ରାତିଭୋର ଜୋଗୀ ରହିଲେ ଆଜି ସଖାଳେ କୋଇଡ଼ା ପୋଲିସ ପହଁଞ୍ଚିବା ପରେ ଶବକୁ ଵେବଛେଦ ପାଇଁ କୋଇଡ଼ା ଗୁଷ୍ଟି ସ୍ୱାସ୍ଥ୍ୟ କୁ ପଠାଯାଇଥିଲା
ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ନିରୀହ ଜୀବନ,

Leave a Reply