ଭୁବନେଶ୍ୱର : ନୂଆପଲ୍ଲୀ ଦୁର୍ଗା ପୂଜାମଣ୍ଡପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ଉପରେ ଏକ ଡମ୍ଫର ଠିଆ ହୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଡମ୍ଫର ପଛପଟକୁ ପିଟି ଗୁରୁତର ହୋଇଛନ୍ତି ଏବଂ ଉକ୍ତ ଯୁବକ ଜଣକ ବାଇକ ସହ ଡମ୍ଫର ପଛରେ ପଶିଯାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅତି ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଦେଇଥିଲେ । ତେବେ ଯୁବକଙ୍କ ପରିଚୟ ମିଳି ନଥିବା ସୂଚନା ମିଳିଛି |
ଡମ୍ଫରକୁ ପିଟିଲା ବାଇକ ଯୁବକ ଗୁରୁତର

Leave a Reply