ଟ୍ରୋଲ ହୋଇଥିବା ଚାଷୀ କହିଲେ ଏମିତି କିଛି କଥା , ପୁଣି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଅକ୍ଷର ବ୍ୟୁରୋ : ଓଡିଶା ରାଜ୍ୟ ହେଉଛି କୃଷି ପ୍ରଧାନ ରାଜ୍ୟ।ଏଠାରେ ଚାଷୀ ଚାଷ ଉପରେ ନିର୍ଭର କରି ଚଳେ।ଅଦିନିଆ ବର୍ଷାରେ ଏଥର ହେକ୍ଟର ହେକ୍ଟର ଜମି ଧାନ ନଷ୍ଟ ହୋଇଯାଇଥିଲା ବେଳେ ଚାଷୀ ସେ ଧାନକୁ ଉଠାଇ ଆଣିବା ସମ୍ଭବ ନୁହେଁ ।ଏପରି ସମୟରେ ସରକାରୀ ଅଧିକାରୀ ଓ ପ୍ରଶାସନ ଦେଖାନଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତ ୩୧ ତାରିଖରେ ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ରଥଦାଣ୍ଡ କୁ ପରିଦର୍ଶନ ରେ ଆସିଥିଲେ ।ଯେଙ ଚାଷୀ ଟି ର ଆଜି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେ ହେଉଛନ୍ତି ପ୍ରକୃତରେ ଜଣେ ଚାଷୀ ଯାହାଙ୍କ ଜମିର ପରିମାଣ ୮ଏକର ଯାହାର ପ୍ରମାଣ ଆମ ହାତରେ ଲାଗିଛି।ଆଜି ସୋସିଆଲ ମିଡିଆରେ ନିଜର ଭାଇରାଲ ଭିଡିଓ ଦେଖିବା ପରେ ହତୋସ୍ଛାହ ହୋଇ ଆମ ମିଡିଆ ଆଗରେ ସତ ବଖାଣି ଥିଲେ ।କିଛି ନିରଧିଷ୍ଟ ଗଣମାଧ୍ୟମ ତାଙ୍କୁ କିପରି ଟ୍ରୋଲ କରି ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକଙ୍କ ଉ ବଦନାମ କରାଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ତାହା ପଦାରେ ପଡିଛି।ଚାଷୀକୁଳ ଏପଟେ ମରିବାକୁ ବସିଥିଲା ବେଳେ ଚାଷୀ ଙ୍କୁ ଏପରି ସୋସିଆଲ ମିଡିଆରେ ବଦନାମ କରିବା କେତେଦୂର ଯଥାରଥ ତାହା ଆପଣ ବିଚାର କରିବେ।ଏଠି ପ୍ରଶ୍ନ ଉଠେ ଓଡିଶା ରାଜ୍ୟରେ ଜଣେ ଚାଷୀ କଣ ପ୍ୟାଣ୍ଟ ସାଟ ପିନ୍ଧିବା ମନା ।ବିଚାର କରିବେ ଆପଣ ଓ ଚାଷୀକୂଳ।

Social media & sharing icons powered by UltimatelySocial