ଜାନୁଆରୀ ୧୪ ତାରିଖରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା

ଅକ୍ଷର ବ୍ୟୁରୋ: ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଆସିଲା ଖରାପ ଖବର ୮ ଦିନ ପାଇଁ ବନ୍ଦ ହେବ ଭିତରକନିକା। କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ହେବ ଭିତରକନିକା। ଜାନୁଆରୀ ୧୪ ତାରିଖରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା।ପ୍ରଥମ କରି ଭିତରକନିକାର ବାହାର ନଦୀନାଳରେ ଗଣନା ହେବ। ଏନେଇ ଖବର ଦେଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial