ଘର ଆଗରେ ମୁହଁ ଧୋଇଲା ବେଳେ ଧକ୍କା ଦେଲା ପରିବା ବୋଝେଇ ପିକଅପ,ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜ଼ିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତ ର କେଶରା ପଲି ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…… ସୋମବାର ସକାଳ ୪ ଟା ସମୟ ରେ ସୀମାଞ୍ଚଳ ସ୍ବାଇଁ ନାମକ ଜଣେ ବ୍ୟକ୍ତି ନିଜ ଘର ଆଗରେ ଥିବା ନଳ କୂପ ରେ ମୁହଁ ଧୋଉଥିବା ସମୟ ରେ ଏକ ପରିବା ବୋଝେଇ ଗାଡି ଆସି ଧକ୍କା ଦେଇଥିଲା… ଯାହା ଫଳରେ ସିମାଞ୍ଚଳଙ୍କ ଘଟଣା ସ୍ତଳ ରେ ମୃତ୍ୟୁ ଘଟିଥିଲା…ଗ୍ରାମବାସି ମାନେ ମିଶି ସୀମାଞ୍ଚଳକୁ ଆସିକା ମେଡିକାଲ ରେ ଭର୍ତ୍ତି କରିଥିଲେ… ଡ଼ାକ୍ତର ସିମାଞ୍ଚଳ କୁ ମୃତ ଘୋଷଣା କରିଥିଲେ…. ଘଟଣା ସ୍ଥଳ ରେ ଗାଙ୍ଗପୁର ଥାନା ପୋଲିସ ପହଂଚି ଗାଡି କୁ ଜବତ କରିଛି.

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial