ଅକ୍ଷର ବ୍ୟୁରୋ : ଧାନ ଅମଳ ସମୟରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚାଷୀଙ୍କ କ୍ଷୟକ୍ଷତି କୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ ଦୁଃଖ ଜଣାଇବା ସହିତ କୃଷି ଋଣ ଛାଡ କରିବା ସହ ଧାନର ମାନ ନଦେଖି ମଣ୍ଡିରେ ଧାନ ଉଠେଇବାକୁ ଓ ବୀମା ଟଙ୍କା ଦେବାକୁ ନେଇ ଦାବି କରିଥିଲେ ଗଞ୍ଜାମ ବିଜେଡି ପରିବାର ବିଧାୟକ ପ୍ରାର୍ଥୀ ମାନେ। ଏଥିରେ ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପତ୍ର, ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟ ନନ୍ଦ ଶ୍ରୀରୂପ ଦେଓ,ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର,ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଡ଼. ରମେଶ ଚନ୍ଦ୍ର ଚୌପଟ୍ଟନାୟକ, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ପଣ୍ଡା, ବିକ୍ରମ କେଶରୀ ଆରୁଖ, ମଞ୍ଜୁଳା ସ୍ୱାଇଁ, ଲାତିକା ପ୍ରଧାନ, ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ,ଶ୍ରୀକାନ୍ତ ସାହୁ, ସୁବାଷ ଚନ୍ଦ୍ର ବେହେରା, ସୂର୍ଯ୍ୟମଣି ବୈଦ୍ୟ ଏବଂ ପ୍ରମୁଖ ବିଜୁ ପରିବାର ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ ଦୁଃଖ ଜଣାଇ ଦାବିପତ୍ର ଦେଲେ ଗଞ୍ଜାମ ବିଜୁ ଜନତା ଦଳ ପରିବାର

Leave a Reply