ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କୁହୁଡ଼ି ସରସ୍ୱତୀ ଵିଦ୍ୟା ମନ୍ଦିର ପରିସରରେ କନ୍ୟା ଦିବସ ପାଳନ

ଟାଙ୍ଗି: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କୁହୁଡ଼ି ସରସ୍ୱତୀ ଵିଦ୍ୟା ମନ୍ଦିର ପରିସରରେ କନ୍ୟା ଦିବସ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୋରଣ ଗ୍ରାମର ଜୁବ ସମାଜ ସେବୀ ବାଦଲ କୁମାର ଚମ୍ପତି… ଏଥିରେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ସ୍କୁଲର ଗୁରୁମା ଗୁରୁଜୀ ଉପସ୍ଥିତ ଥିଲେ …ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ମାନେ ଏହି କନ୍ୟା ଦିବସ ଅବସରରେ ଜାଣି ବାକୁ ପାଇଥିଲେ … ନାରୀଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ଓ ନାରୀ ଆଗରେ ରହିଲେ ଆମ ଦେଶ ମଧ୍ୟ ଆଗରେ ରହିବ ବୋଲି ଜାଣିବାକୁ ପାଇଥିଲେ । କୁହୁଡ଼ି ଅଞ୍ଚଳରେ ଥିବା ସରସ୍ୱତୀ ବିଦ୍ୟା ମନ୍ଦିରରେ ଭଲ ଶିକ୍ଷା ଦାନ ସହିତ ଯୋଗ ମଧ୍ୟ ହୋଇଥାଏ…. ସୁଲର ପରିବେଶ ସଫା ସୁତୁରା ରହିଥାଏ । ଏହି କନ୍ୟା ଦିବସରେ ଆଜି ପିଠା କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ କିଛି ଜାଣିବାକୁ ପାଇଥିଲେ ।ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ସଂଗ୍ରାମ ରଣା.

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial