କୋଲକାତା ନିର୍ଭୟାଙ୍କୁ ନ୍ୟାୟ : ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ

କୋଲକାତା : କୋଲକାତା ଆରଜି କର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଆଲଦା କୋର୍ଟ |ଏନେଇ କୋର୍ଟ ଜାନୁଆରୀ ୨୦ ସୋମବାର ଦିନ ଦଣ୍ଡ ବିଧାନ କରିବେ| ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ସଞ୍ଜୟ ରାୟ ଏକ ସିକ୍ୟୁରିତି ଭାବେ କାର୍ଯ୍ୟରତ ଥିଲା | ଏବଂ ସେ ଦିଲ୍ଲୀ ପୋଲିସକୁ ମିତ୍ର ଭାବେ ସାହାଯ୍ୟ ମଧ୍ୟ କରୁଥିଲା | କିନ୍ତୁ ଘଟଣାଟି ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ତାକୁ ଗିରଫ କରିଥିଲା ଏବଂ ପ୍ରତିବାଦ ଜୋରଦାର ହେଉଥିଲା| ଏହା ପରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହୋଇଥିଲା ବେଳେ ଡାକ୍ତର ମାନେ ଧର୍ମଘଟକୁ ଓଲ୍ହାଇଥିଲେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial