କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଁଚିଲେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମାନ ସାନମୁଗରତ୍ନମ | ପ୍ରସାଶନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି। ପୋଲିସ ଆଇଜି ଅନୁପକୁମାର ସାହୁ, ଡିଆଇଜି ଅଖିଲେଶ ସିଂ ପୁରୀ ଏସପି ବିନୀତ ଅଗ୍ରୱାଲ, ପୁରୀ ଜିଲ୍ଲାପାଳସିଦ୍ଧାର୍ଥ ଶଙ୍କର ସ୍ୱାଇଁ,,ଅତିରିକ୍ତ ଏସପି ବିଷ୍ଣୁ ଚରଣ ପତି, ସମେତ ସମସ୍ତ ପୋଲିସ ଅଧିକାରୀ ବାଖ୍ୟାନ କେନ୍ଦ୍ର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ନିରାପତ୍ତା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି।କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୧ପ୍ଲାଟୁନ ସ୍ବତନ୍ତ ଫୋର୍ସ,ଡଗ ସ୍ୱାର୍ଡ଼,ବମ ସ୍ୱାର୍ଡ଼ ସମେତ ୬ ପ୍ଲାଟୁନ ଫୋର୍ସ ମୃତୟନ ହେବାସହ ଦୁଇଜଣ ଅତିରିକ୍ତ ଏସପି, ଜଣେ ଡି ଏସପି, ୧୦ ଜଣ ଇନ୍ସପେକ୍ଟର,୩୫ ଜଣ ଏସଆଇ ଓ ଏଏସଆଇଙ୍କ ସମେତ ଜଣେ ଏସପି (ବିବେକାନନ୍ଦ ଶର୍ମା) ସମସ୍ତ ଟ୍ରାଫିକ ଦାଇତ୍ୱ ନିୟୋଜିତ ହୋଇଛନ୍ତି ଏବଂ ରାଷ୍ଟ୍ରପତିଙ୍କ ଗସ୍ତବେଳେ ଆତିଥ୍ୟତା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଁଚିଲେ ସିଙ୍ଗାପୁର ରାଷ୍ଟ୍ରପତି ,ପ୍ରସାଶନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି

Leave a Reply