ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା | ଯାଜପୁରରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |ଏଥିରେ ୧୮ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କ ବ୍ୟଙ୍କ ଖାତାକୁ ଯିବା ଟଙ୍କା | ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ସେ କହିଛନ୍ତି , ଯେଉଁମାନଙ୍କୁ ସୁଭଦ୍ରା ତାଙ୍କ ମିଳିନି ୩ ଓ ୪ ତାରିଖରେ ବ୍ୟଙ୍କକୁ ଯାଇ ଇକେୱାଇସି କ୍ଳିଅର କଲେ ଏହି ତାଙ୍କ ମିଳିବ | ଯଦି ହିତାଧିକାରୀଙ୍କୁ ବ୍ୟଙ୍କ ଏନପିସିଆଇ କ୍ଳିଅର ହୋଇଯାଇଥିବ ତେବେ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିଯିବ |ଏହି ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପରେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial