ଚିଲିକା: ଆଜି ଚିଲିକା ସ୍ଥିତ ମା କାଳିଜାଇଙ୍କ ପୀଠରେ ଧୁମ୍ ଧାମରେ ପାଳିତ ହେଉଛି ମକର ଯାତ୍ରା……
ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ମକର ମେଳା ଧୁମ୍ ଧାମରେ ପାଳିତ ହୋଇଛି
ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଅଗ୍ନିସମ ବାହିନୀ ,ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ଏବଂ NDRF, ଓଡ୍ରାଫ ଟିମ୍ ନିୟୋଜିତ କରାଯାଇଛି।ମନ୍ଦିର ପକ୍ଷରୁ ଭଜନ ସମାରୋହ ରାତି ସାରା ହବ ବୋଲି ମନ୍ଦିର ପକ୍ଷରୁ ନିଷ୍ପତି ନିଆଯାଇଛି।
ଆଜି ହେଉଛି ମକର ମେଳା, ଚିଲିକା ସ୍ଥିତ ମା କାଳିଜାଇଙ୍କ ପୀଠରେ ଧୁମ୍ ଧାମରେ ପାଳିତ ହେଉଛି ମକର ଯାତ୍ରା.

Leave a Reply