ଅକ୍ଷର ବ୍ୟୁରୋ : ଅଖାବନ୍ଧା ମୃତଦେହ ଭାସୁଛି ବ୍ରାହ୍ମଣୀ ନଦୀରେ | ସ୍ଥାନୀୟ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ | ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ | ସୂଚନା ପାଇ ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି |
ଅଖାବନ୍ଧା ମୃତଦେହ ଭାସୁଛି ବ୍ରାହ୍ମଣୀ ନଦୀରେ

ଅକ୍ଷର ବ୍ୟୁରୋ : ଅଖାବନ୍ଧା ମୃତଦେହ ଭାସୁଛି ବ୍ରାହ୍ମଣୀ ନଦୀରେ | ସ୍ଥାନୀୟ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ | ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ | ସୂଚନା ପାଇ ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି |
Website: http://akhyara.live
Leave a Reply