ଅକ୍ଷର ବ୍ୟୁରୋ : ଦୁର୍ନୀତିରେ ଉବୁଟୁବୁ ହେଉଛି ଯାଜପୁର ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସା କେନ୍ଦ୍ର, ଯାଜପୁର ଜ଼ିଲ୍ଲାପାଳ ଅଫିସ ଠାରୁ କିଛି ବାଟରେ ଏହି ଅଫିସ କିନ୍ତୁ ଅଧିକାରୀ ମାନଙ୍କୁ ନାହିଁ ଡର ବିଲ ପାସ ପାଇଁ ଖୋଲା ଖୋଲି ମାଗୁଛନ୍ତି ଲାଞ୍ଚ ପ୍ରତ୍ୟକ କାର୍ଯ୍ୟ ପାଇଁ ଟଙ୍କା ମାଗିବା ସହ ହିତାଧିକାରୀ ଟଙ୍କା ନଦେଲେ ବିଲ ପାସ ନକରି କରୁଛନ୍ତି ନାହିଁ ନଥିବା ହରକତ, ଏ ବାବୁଙ୍କର କାଳେ ଏ ନିତିଦିନିଆ ଘଟଣା ଦେଖି ନିଅନ୍ତୁ ଏ ବାବୁଙ୍କୁ କେମିତି ସିଧା ସଳଖ ୨୦୦୦ଟଙ୍କା ଦାବି କରୁଛନ୍ତି ଆଉ ନଦେଲେ ବିଲ ହେବନାହିଁ, ଚାରି ଜଣ ଭାଗ କରିକି ନେବୁ ସେଥିରେ ବଡ଼ ଅଫିସର ମାନେ ମଧ୍ୟ ଅଛନ୍ତି,,,, କିଏ ସେ ବଡ଼ ଅଧିକାରୀ ?ଜ଼ିଲ୍ଲାପାଳ କରିବେକି ଏହାର ତଦନ୍ତ ? ଆଉ ଶହେ ମିଟର ଦୂରରେ ଦୁର୍ନୀତି ନିବାରଣ ଅଫିସ ଡର ନାହିଁ ଏମିତି ଖୋଲା ଖୋଲି ଦୁର୍ନୀତି ଚାଲୁ ଥିବା ବେଳେ, ଏନେଇ ଅଧିକାରୀ ମାନଙ୍କୁ ପଚାରି ବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି, ବାକିରହିଲା ଦେଖିବାକୁ|
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଲ ପାସ ପାଇଁ ମାଗୁଛନ୍ତି ମୋଟା ଅଙ୍କର ଅର୍ଥ












Leave a Reply